ଭୁବନେଶ୍ୱର: ରାଜ୍ୟ ବ୍ୟାକିନେଟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ । ମୋଟ ୯ଟି ପ୍ରସ୍ତାବକୁ କ୍ୟାବିନେଟ ମୋହର ସୂଚନା । ଆମ ଓଡିଶା ନବୀନ ଓଡିଶା ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ କରାଯାଇଛି । ପଞ୍ଚାୟତିରାଜ ବିଭାଗରେ କାର୍ଯ୍ୟକାରୀ ହେବ ନୂଆ ଯୋଜନା । ଆମ ଓଡିଶା ନବୀନ ଓଡିଶାରେ ୪ ହଜାର କୋଟିର ବ୍ୟବବରାଦ କରାଯାଇଛି ।
ଶିକ୍ଷା କ୍ଷେତ୍ରରେ ନିଜ ଅପାରଗତା ଦେଖି ଲଜ୍ଜିତ ହୁଅନ୍ତୁ ରାଜ୍ୟ ସରକାର : ଡ.ଲେଖାଶ୍ରୀ