ନୂଆଦିଲ୍ଲୀ: ବ୍ୟସ୍ତ ବହୁଳ ଜୀବନରେ ଆଜିକାଲି ମଣିଷ ଅତ୍ୟାଧିକ ଚାପଗ୍ରସ୍ତ ହୋଇ ରହୁଛି । ସେଥିପାଇଁ ରାତିରେ ଅଧିକାଂଶ ଲୋକଙ୍କୁ ଠିକ୍ ଭାବରେ ନିଦ ହୋଇ ନ ଥାଏ। ଅନିଦ୍ରତା କାରଣରୁ ଅକାଳରେ ଅନେକ ରୋଗ ମାଡିବସେ। ଫଟୋରେ ପଢନ୍ତୁ ଖବର…
ଶୋଇବା ପୂର୍ବରୁ ଉସୁମ ତେଲରେ ମୁଣ୍ତକୁ ଭଲ ଭାବରେ ମାଲସ କରନ୍ତୁ। ଏବଂ ହାତ ଓ ପାଦର ଆଙ୍ଗୁଳି ଗୁଡିକୁ ଭଲ ଭାବରେ ମସାଜ୍ ମଧ୍ୟ କରନ୍ତୁ । ରାତିରେ ଶୋଇବା ପୂର୍ବରୁ ଏକ ଚାମଚ ମହୁ ସହିତ ଏକ ଗ୍ଲାସ୍ ଉଷୁମ କ୍ଷୀର ପିଅନ୍ତୁ । ଯାହା ଦ୍ବାରା ଆପଣଙ୍କୁ ଭଲ ନିଦ ହୋଇ ପାରିବ।