23.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶନିଯୁକ୍ତି ଘୋଟାଲା; ଟିଏମ୍‌ସି ନେତା ଶାନ୍ତନୁ ବାନାର୍ଜୀ ଗିରଫ

ନିଯୁକ୍ତି ଘୋଟାଲା; ଟିଏମ୍‌ସି ନେତା ଶାନ୍ତନୁ ବାନାର୍ଜୀ ଗିରଫ

କୋଲ୍‌କାତା : ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଘୋଟାଲାରେ ଇଡି ଶୁକ୍ରବାର ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ଶାନ୍ତନୁ ବାନାର୍ଜୀଙ୍କୁ ଗିରଫ କରିଛି । ଏଜେନ୍ସି ଶାନ୍ତନୁଙ୍କୁ ଜେରା ପାଇଁ ଡକାଇଥିଲା । ପ୍ରାୟ ୭ ଘଣ୍ଟାର ଜେରା ପରେ ତାଙ୍କୁ ଗିରଫ କରାଯାଇଛି । ତଦନ୍ତରେ ସେ ସହଯୋଗ କରୁନଥିବା ଇଡି ଅଭିଯୋଗ କରିଛି ।

ଏଣିକି ସୁବିଧାରେ କିଣିହେବ ଆପାର୍ଟମେଣ୍ଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking