23.1 C
Bhubaneswar
Tuesday, May 5, 2026
Homeଓଡିଶାଅବକାରୀ ପଲିସି ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ -ପୃଥ୍ୱୀରାଜ ହରିଚନ୍ଦନ

ଅବକାରୀ ପଲିସି ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ -ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର: ନୂଆବର୍ଷ ପାଇଁ କଠୋର ହେଲା ଅବକାରୀ ବିଭାଗ ।  ଅବକାରୀ ପଲିସି ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ । ମଦ୍ୟପାନ କରି  ବିଶୃଙ୍ଖଳିତ  ଆଚରଣ କଲେ କାଯ୍ୟାନୁଷ୍ଠାନ ହେବ । ଏହା ସହିତ ବେଆଇନ ମଦ ବିକ୍ରି  ଉପରେ ଅଙ୍କୁଶ ଲାଗିବ ।  ଏଥିରେ ଯିଏ ବି  ଜଡିତ ହେବେ କାଡା କାଯ୍ୟାନୁଷ୍ଠାନ ହେବ । ଏନେଇ ସୂଚନା ଦେଇଛନ୍ତି ପୃଥ୍ୱୀରାଜ ହରିଚନ୍ଦନ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking