ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଚେତାବନୀ । ୫ ତାରିଖ ସୁଦ୍ଧା ବାଦି ପୂରଣ ନହେଲେ ପୁଣି ଆନ୍ଦୋଳନ ଜୋରଦାର ହେବ ବୋଲି କହିଛନ୍ତି ଶିକ୍ଷକ ମହାସଂଘ । ଚୁକ୍ତିଭିତ୍ତିକ ନିଯୁକି ବ୍ୟବସ୍ଥା ବାତିଲ୍ ସହ ୩ ଦଫା ଦାବି ପୂରଣ କରିବା ପାଇଁ ଚେତାବନୀ ।
ଏହି ଜିନିଷ ଖାଉଥିଲେ ହୋଇଯାଆନ୍ତୁ ସାବଧାନ ! ନଚେତ ହୋଇପାରେ ଏଭଳି ସମସ୍ୟା