ଏହି ଜିନିଷ ଖାଉଥିଲେ ହୋଇଯାଆନ୍ତୁ ସାବଧାନ ! ନଚେତ ହୋଇପାରେ ଏଭଳି ସମସ୍ୟା

ନୂଆଦିଲ୍ଲୀ: ଚିନି ସ୍ୱାସ୍ଥ୍ୟ ପାଇଁ ବହୁତ ଖରାପ ହୋଇଥାଏ । ବିଶେଷ କରି ମଧୁମେହ ଓ ମେଦବହୁଳତା ରୋଗରେ ପୀଡିତ ଲୋକଙ୍କ ପ୍ରତି ଏହାର ବିପଦ ଅଧିକ ଥାଏ । ଏଥିପାଇଁ ବିଭିନ୍ନ ପ୍ରକାର ‘ସୁଗାର୍ ଫ୍ରି’ ଖାଦ୍ୟ ତିଆରି କରାଯାଇଛି । ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ବୋଲି ଏହାର ସମର୍ଥକମାନେ ଦାବି କରନ୍ତି । ନିକଟରେ ଏକ ଅଧ୍ୟୟନ ଏସବୁ ଦାବିକୁ ଭୁଲ୍ … Continue reading ଏହି ଜିନିଷ ଖାଉଥିଲେ ହୋଇଯାଆନ୍ତୁ ସାବଧାନ ! ନଚେତ ହୋଇପାରେ ଏଭଳି ସମସ୍ୟା