35.1 C
Bhubaneswar
Saturday, May 4, 2024
Homeଓଡିଶାଭିଜିଲାନ୍ସ ଜାଲରେ କୋଟିପତି ଅଙ୍ଗନୱାଡ଼ି ଦିଦି

ଭିଜିଲାନ୍ସ ଜାଲରେ କୋଟିପତି ଅଙ୍ଗନୱାଡ଼ି ଦିଦି

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ କୋଟିପତି ଅଙ୍ଗନୱାଡ଼ି ଦିଦି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର କୋରଡ଼କଣ୍ଟାର ଅଙ୍ଗନବାଡି କର୍ମୀ କବିତା ମାଥନଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଛି। ଭିଜିଲାନ୍ସ ଟିମ୍‌ କବିତାଙ୍କ ୬ଟି ଘରେ ଚଢ଼ଉ କରିଛି। ସୂଚନା ଅନୁଯାୟୀ,  ଭୁବନେଶ୍ୱର କେଶୁରାରେ କବିତାଙ୍କ ୨ ମହଲା ବିଲ୍ଡିଂ ଥିବାବେଳେ ଝାରପଡ଼ାରେ ୨ଟି ସ୍ଥାନରେ ୨ଟି ୩ ମହଲା ଓ ଗୋଟିଏ ସ୍ଥାନରେ ୧ ମହଲା ବିଲ୍ଡିଂ ରହିଛି। ଏସବୁ ସମ୍ପତିର ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ସେହିପରି କବିତାଙ୍କ ପୈତୃକ ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଓ ଜଗତସିଂହପୁର ବାଲିକୁଦାରେ ଭିଜିଲାନ୍ସ ଟିମ୍‌ ରେଡ୍‌ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking