25.1 C
Bhubaneswar
Saturday, January 4, 2025
Homeକରୋନାଏପ୍ରିଲରେ ପ୍ରତିଦିନ ଦିଆଯିବ ଟିକା

ଏପ୍ରିଲରେ ପ୍ରତିଦିନ ଦିଆଯିବ ଟିକା

ନୂଆଦିଲ୍ଲୀ: ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ରର ମୋଦି ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଟିକା ଅଭିଯାନ ଦୃତ କରିବା ପାଇଁ ଏବେ ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ କରୋନା ଭ୍ୟାକ୍ସିନ ଡୋଜ୍ ଦିଆଯିବ । ବଡ କଥା ହେଲା ଯେ, ସରକାରୀ ଛୁଟି ଦିନରେ ବି ଟିକାକରଣ ହେବ । ଏହାସହିତ ଦ୍ୱିପ୍ରହର ୩ଟା ପରେ ସେହି ଲୋକଙ୍କୁ ଟିକା ଦିଆଯିବ, ଯିଏ ପୂର୍ବରୁ ପଂଜିକରଣ କରିନଥିବେ ।
ଆଜିଠୁ ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଟିକା ଦେବା ଆରମ୍ଭ ହୋଇସାରିଛି । ଦେଶରେ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କ ସଂଖ୍ୟା ୩୪ କୋଟି । ଏପର୍ଯ୍ୟନ୍ତ ଦେଶରେ କେ
କରୋନା ଯୋଦ୍ଧା, ଆଗଧାଡିର କର୍ମଚାରୀ, ବୟସ୍କ ଓ ଗମ୍ଭୀର ରୋଗରେ ପୀଡିତ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯାଉଥିଲା । ହେଲେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୪୫ ବର୍ଷରୁ ବୟସ୍କଙ୍କୁ ଭ୍ୟାକ୍ସିନ ଦେବା ପାଇଁ ନିଷ୍ପତ୍ତି ନିଆଗଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking