ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୪୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ କେସ ୧୮୨ ଟି ରହିଥିବା ବେଳେ ଲୋକାଲ କେସ ୨୯୮ ରହିଛି । ସେହିଭଳି ଆଜି ଭୁବନେଶ୍ୱରରୁ ୬୪୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସହିଦ ନଗରରୁ ୧୩ ଓ ଏକ କେନ୍ଦ୍ରୀୟ ହସ୍ପିଟାଲର ୮ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି ।
Update on newly detected & cured #COVID19 cases in the last 24 hrs under the BMC area on 12th Sep 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/rHMsGnb18a— BMC (@bmcbbsr) September 12, 2020