40.1 C
Bhubaneswar
Tuesday, April 30, 2024
Homeଓଡିଶାବୃଦ୍ଧା ପୋଖରୀରେ ବୁଡ଼ି ମୃତ

ବୃଦ୍ଧା ପୋଖରୀରେ ବୁଡ଼ି ମୃତ

ଯାଜପୁର: କୋରେଇ ଥାନା ଅନ୍ତର୍ଗତ ପଛି କୋଟଗ୍ରାମ ପଂଚାୟତ ମଣିପୁର ଗ୍ରାମର କଲମା ହେମ୍ରମ୍‌(୬୦) ନାମକ ବୃଦ୍ଧା ପୋଖରୀ ପଡ଼ି ମୃତ୍ୟୁ ବରଣ କରିଛନ୍ତି । ସୂଚନା ମୁତାବକ ଏହି ଗ୍ରାମରେ ଗଡ଼ଗଡ଼ିଆ ନାମରେ ଏକ ବଡ଼ ପୋଖରୀ ରହିଛି । ବୃଦ୍ଧା ରବିବାର ଦିନ ସନ୍ଧ୍ୟା ବେଳେ ପୋଖରୀକୁ ଯାଇ ନ ଫେରିବାରୁ ପରିବାର ଲୋକେ ଅସ୍ତବ୍ୟସ୍ତ ହୋଇ ଖୋଜା ଖୋଜି କରିଥିଲେ । ଶେଷରେ କାଳେ ପୋଖରୀରେ ପଡ଼ି ଯାଇଥିବେ ସନ୍ଧେହକରି ଅଗ୍ନିଶମ ବିଭାଗକୁ ଫୋନ କରି ପରିବାର ତରଫରୁ ଡ଼କାଇଥିଲେ । ଅଗ୍ନିଶମ ବିଭାଗ ଘଟଣାରେ ସ୍ଥଳରେ ପହଁଚିି ପୋଖରୀରେ ବହୁ ଖୋଜା ଖୋଜି କରି ଶେଷରେ ପାଇଥିଲେ । ବୃଦ୍ଧାଙ୍କୁ ଆଣି ରବିବାର ରାତିରେ ଯାଜପୁର ରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଁଚିଥିଲେ । ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ସକାଳେ ମୃତ ଶରୀରକୁ ଶବ ବ୍ୟବଚ୍ଛଦ କରିବା ପାଇଁ ଦାନଗଦି ମେଡ଼ିକାଲକୁ ପଠାଯାଇଥିଲା ।
https://onakhabar.com/2020/02/24/wood-poll-depend/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking