35.7 C
Bhubaneswar
Thursday, April 23, 2026
Homeଦେଶ ବିଦେଶପଶ୍ଚିମବଙ୍ଗରେ ଅପରାହ୍ନ ୩ଟା ସୁଦ୍ଧା ୭୮.୭୭% ମତଦାନ

ପଶ୍ଚିମବଙ୍ଗରେ ଅପରାହ୍ନ ୩ଟା ସୁଦ୍ଧା ୭୮.୭୭% ମତଦାନ

ନୂଆଦିଲ୍ଲୀ: ଆଜି ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ ହେଉଛି। ରାଜ୍ୟର ୨୯୪ ବିଧାନସଭା ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ୧୬ଟି ଜିଲ୍ଲାର ୧୫୨ ଆସନ ପାଇଁ ଆଜି ସକାଳ ୭ଟାରେ ମତଦାନ ଆରମ୍ଭ ହୋଇଛି। ୧୪୨ ଆସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ ୨୯ ତାରିଖରେ ହେବ। ୪ ମଇ ୨୦୨୬ରେ ଗଣନା ପରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ତେବେ ଅପରାହ୍ନ ୧ଟା ସୁଦ୍ଧା ୬୨.୧୮% ମତଦାନ ହୋଇଛି। ସେହିପରି ପଶ୍ଚିମବଙ୍ଗରେ ଅପରାହ୍ନ ୩ଟା ସୁଦ୍ଧା ୭୮.୭୭ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking