34 C
Bhubaneswar
Saturday, June 20, 2026
Homeଓଡିଶାଖୋର୍ଦ୍ଧାରେ ସାଢେ ୬ଟାରୁ ସାଢେ ୯ଟା ଯାଏଁ ସ୍କୁଲ

ଖୋର୍ଦ୍ଧାରେ ସାଢେ ୬ଟାରୁ ସାଢେ ୯ଟା ଯାଏଁ ସ୍କୁଲ

ଖାର୍ଦ୍ଧା: ଖୋର୍ଦ୍ଧାରେ ସାଢେ ୬ଟାରୁ ସାଢେ ୯ଟା ଯାଏଁ ସ୍କୁଲ । ସମସ୍ତ ସରକାରୀ/ ବେସରକାରୀ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହିଟୱେଭକୁ ଦେଖି ସ୍କୁଲ ସମୟ ବଦଳାଇଲେ ଜିଲ୍ଲାପାଳ । ସୂଚନା ଥାଉ କି ବିଶେଷକରି ସ୍କୁଲ ଛୁଟିକୁ ନେଇ ଆଜି ଆସିପାରେ ନିଷ୍ପତ୍ତି। ଏସଆରସିଙ୍କ ସହ ବୈଠକ ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।ତାପମାତ୍ରା ବଢୁଥିବା ବେଳେ ୧୮ରୁ ଅଧିକ ଜିଲ୍ଲାରେ ସ୍କୁଲ ଛୁଟି ହୋଇଛି । ତେବେ ସମ୍ପୂର୍ଣ୍ଣ ରାଜ୍ୟରେ ସ୍କୁଲ ଛୁଟି ଘୋଷଣା ନେଇ ଆଜି ନିଷ୍ପତ୍ତି ଆସିପାରେ । ବୈଠକ ପରେ ଛୁଟି ନେଇ ହୋଇପାରେ ନିଷ୍ପତ୍ତି । ଏନେଇ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା କହିଲେ ଗଣ ଶିକ୍ଷାମନ୍ତ୍ରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking