34.1 C
Bhubaneswar
Friday, March 29, 2024
Homeଓଡିଶାକଟକରେ ଆଜି ୭୪ ନୂଆ ପଜିଟିଭ୍, ୧୯୦ ସୁସ୍ଥ

କଟକରେ ଆଜି ୭୪ ନୂଆ ପଜିଟିଭ୍, ୧୯୦ ସୁସ୍ଥ

କଟକ: କଟକ ମହାନଗର ନିଗମ ଅଞ୍ଚଳରେ ସୋମବାର ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୯୦ ଜଣ ସୁସ୍ଥ ହୋଇଥିବା ସିଏମସି କହିଛି । ଏ ପର୍ଯ୍ୟନ୍ତ କଟକ ସହରରେ ମୋଟ ୧୩ ହଜାର ୫୪୨ ଜଣ ଆକ୍ରାନ୍ତ ହୋଇଛନ୍ତି । ୧୨ ହଜାର ୫୯୨ ଜଣ ସୁସ୍ଥ ହୋଇଛନ୍ତି । ୫୯ ଜଣଙ୍କ ମୃତ୍ଯୁ ହୋଇଥିବା ବେଳେ ୮୯୧ ଜଣ ଆକ୍ଟିଭ୍ ରୋଗୀ ଅଛନ୍ତି । ସୋମବାର ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରେ ୧୬ ଜଣ ସରକାରୀ କ୍ୱାରେଣ୍ଟାଇନରେ ଅଛନ୍ତି । ୧୯ ଜଣ ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି । ୩୯ ଜଣ ସ୍ଥାନୀୟ ସଂକ୍ରମିତ ଭାବେ ଚିହ୍ନଟ ହୋଇଛନ୍ତି ।
https://twitter.com/CMCCuttack/status/1315620511649427456/photo/1

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking