28.1 C
Bhubaneswar
Sunday, July 6, 2025
Homeଦେଶ ବିଦେଶନଦୀରେ ବୁଡ଼ି ଗୋଟିଏ ପରିବାରର ୭ ନିଖୋଜ

ନଦୀରେ ବୁଡ଼ି ଗୋଟିଏ ପରିବାରର ୭ ନିଖୋଜ

ଗୁଜୁରାଟ : ନର୍ମଦା ନଦୀରେ ବୁଡ଼ି ଗୋଟିଏ ପରିବାରର ୭ ଜଣ ନିଖୋଜ । ଏପରି ଏକ ଘଟଣା ଗୁଜୁରାଟର ପୋଇଚାର ନର୍ମଦା ନଦୀରେ ଘଟିଛି । ସୂଚନା ଅନୁସାରେ, ମଙ୍ଗଳବାର ଗୋଟିଏ ପରିବାରର ୮ ଜଣ ନଦୀକୁ ଗାଧୋଇବାକୁ ଯାଇଥିଲେ । ନଦୀରେ ଗାଧେଇବା ସମୟରେ ପାଣି ସ୍ରୋତରେ ୮ ଜଣ ଭାସି ଯାଇଥିଲେ । ୮ ଜଣଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଏ ପର୍ଯ୍ୟନ୍ତ ୭ ଜଣ ନିଖୋଜ ଅଛନ୍ତି । ଖବର ପାଇ, ଉଦ୍ଧାରକାରୀ ଦଳ ନିୟୋଜିତ ହୋଇ ନିଖୋଜଙ୍କୁ ଉଦ୍ଧାର ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ । ନିଖୋଜ ୭ ଜଣଙ୍କର ପରିଚୟ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking