25.8 C
Bhubaneswar
Saturday, July 27, 2024
Homeଓଡିଶାନାମାଙ୍କନ ଭରିଲେ ବିଜେଡି ଯାଜପୁର ଲୋକସଭା ପ୍ରାର୍ଥୀନୀ ଶର୍ମିଷ୍ଠା ସେଠି

ନାମାଙ୍କନ ଭରିଲେ ବିଜେଡି ଯାଜପୁର ଲୋକସଭା ପ୍ରାର୍ଥୀନୀ ଶର୍ମିଷ୍ଠା ସେଠି

ଯାଜପୁର : ଯାଜପୁର ଜିଲାରେ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଯାଜପୁର ଲୋକସଭା ପ୍ରାର୍ଥୀନୀ ଶର୍ମିଷ୍ଠା ସେଠୀ ପ୍ରାର୍ଥୀ ପତ୍ର ଦାଖଲକରିଛନ୍ତି। ଶର୍ମିଷ୍ଠା ସେଠି ନିଜ ନିଜ ସମର୍ଥକ ଙ୍କ ରସୁଲପୁର ରୁ ଏକ ବିରାଟ ଶୋଭଯାତ୍ରାରେ ସହ ଆସି ଯାଜପୁର ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ଙ୍କ ନିକଟରେ ନିଜ ନାମାଙ୍କନ ଭରିଲେ । ବିକାଶ ମୁଳକ କାର୍ଯ୍ୟ ଏବଂ ନବୀନ ପଟ୍ଟନାୟକଙ୍କ ସ୍ଵଛ ଶାସନକୁ ଆଧାର କରି ଲୋକଙ୍କ ସମର୍ଥନ ମିଳୁଛି ଏବଂ ଆସନ୍ତା ଜୁନ ୧ ତାରିଖ ଦିନ ଲୋକଙ୍କ ସମର୍ଥନ ମିଳିବ ବୋଲି ଆଶା ପୋଷଣ କରିଛନ୍ତିଯାଜପୁର ର ଲୋକ ସଭା କ୍ଷେତ୍ର ର ବିଜେଡି ପ୍ରାର୍ଥୀନୀ ଶ୍ରୀମତି ସେଠି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking