29.1 C
Bhubaneswar
Sunday, May 19, 2024
Homeଓଡିଶାବ୍ୟବସାୟୀଙ୍କଠାରୁ ୪ ଲକ୍ଷ ଲୁଟ୍

ବ୍ୟବସାୟୀଙ୍କଠାରୁ ୪ ଲକ୍ଷ ଲୁଟ୍

ଭୁବନେଶ୍ୱର : ବ୍ୟବସାୟୀଙ୍କଠାରୁ ୪ ଲକ୍ଷ ଟଙ୍କା ଲୁଟ୍ । ପୁରୀ ଜିଲ୍ଲା ଚନ୍ଦନପୁର ଥାନାର ମାତ୍ର ୫୦ ମିଟର ଦୂରରେ ଏହି ଲୁଟ୍ ହୋଇଛି । ଦିନ ଦ୍ବିପ୍ରହରରେ ସାଇକେଲରେ ଟଙ୍କା ନେଇ ଯାଉଥିବା ବେଳେ ଝାମ୍ପି ନେଇଛନ୍ତି ଲୁଟେରା । ବାଇକରେ ଆସି ୨ ଜଣ ଲୁଟେରା ଟଙ୍କା ଝାମ୍ପି ନେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଜୀବନ ସାମନ୍ତରାୟ ନାମକ ଜଣେ ବ୍ୟବସାୟୀ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରୁ ଟଙ୍କା ଉଠାଇ ଘରକୁ ଫେରୁଥିବା ବେଳେ ଲୁଟ୍ ହୋଇଛି । ଏ ନେଇ ବ୍ୟବସାୟୀ ଜଣଙ୍କ ଚନ୍ଦନପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking