28.1 C
Bhubaneswar
Tuesday, May 5, 2026
Homeଓଡିଶାରାଜ୍ୟସ୍ତରୀୟ କଳିଙ୍ଗନଗର ପୁସ୍ତକ ମେଳାର ୫ମ ସନ୍ଧ୍ୟା   

ରାଜ୍ୟସ୍ତରୀୟ କଳିଙ୍ଗନଗର ପୁସ୍ତକ ମେଳାର ୫ମ ସନ୍ଧ୍ୟା   

ଯାଜପୁର: ଶନିବାର ଥିଲା ରାଜ୍ୟ ସ୍ତରୀୟ କଳିଙ୍ଗପୁସ୍ତକ ବିଶ୍ଵ ରେ ସେଠ ସ୍ଥାନ ଅଧିକାର କରିଛି l ପୁସ୍ତକ ରୁ ସବୁ ଉତ୍ପତ୍ତି ପସ୍ତକ ରୁ ଜ୍ଞାନ ମିଳିଥାଏ l ବୋଲି ବ୍ୟକ୍ତା ମାନେ ଦୂଢ଼ତି ପ୍ରକାଶ କରି ଥିଲେ l ନଗର ପସ୍ତକ ମେଳା ର ପଞ୍ଚମ ସନ୍ଧ୍ୟା, ରାଜ୍ୟ ସରକାରଙ୍କ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶ ରେ ଯାଜପୁର ଜିଲ୍ଲା ପ୍ରଶାସନ ଓ କଳିଙ୍ଗ ନଗର ପୁସ୍ତକ ମେଳା କମିଟି ପକ୍ଷରୁ ସ୍ଥାନୀୟ କାଳୀ ମେଲଣ ପଡ଼ିଆ ଠାରେ କମିଟି ର ସଭାପତି ବିଦ୍ୟାଧର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା ପ୍ରାରମ୍ଭରେ କମିଟିର ସମ୍ପାଦକ ଡ଼ କୁଷଚନ୍ଦ୍ର ପ୍ରଧାନ କରିବା ପରେ ଅତିଥି ମାନଙ୍କ ମଧ୍ୟରେ ପଞ୍ଚମ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଡ଼. ଗିରିଶବିହାରୀ ମିଶ୍ର, ଡାକ୍ତର ରାଜକିଶୋର ପଣ୍ଡା ମୁଖ୍ୟ ବକ୍ତା, ସମ୍ମାନୀତ ଅତିଥି ଭାବେ କୋରାଇ ବ୍ଲକ ଶିକ୍ଷା ଅଧିକାରୀ ସୁଦର୍ଶନ ମଲ୍ଲିକ ବିଶିଷ୍ଠ ସ୍ତମ୍ବକାର ସୁରେଶ କର ପ୍ରମୁଖ ନିଜ ନିଜର ବକ୍ତବ୍ୟରେ ପୁସ୍ତକ ମେଳାର ଏ ଅଞ୍ଚଳ ପାଇଁ ଆବଶ୍ୟକତା ଦୃଷ୍ଟିରୁ ପାଠକ ପାଠିକା ମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି ଏହାର କାରଣ ଏହା ଶିଳ୍ପାଞ୍ଚଳ ମଧ୍ୟରେ ଅବସ୍ଥିତ ଥିବାରୁ ଏହାର ପରିବେଶ ପ୍ରଦୂଷଣ ମୁକ୍ତ ନୁହେଁ ଏଥି ପାଇଁ ପୁସ୍ତକରେ ଅନେକ ଶିକ୍ଷା ସଂଗ୍ରାମ କରିବାର ଅସ୍ତ୍ର ଯୋଗାଇ ଦିଏ ବୋଲି ଅତିଥି ମାନେ ପ୍ରକାଶ କରିଥଲେ ଆଜିର ସନ୍ଧ୍ୟାରେ ମଧୁସୁଧନ ନଗର ଶିଶୁ ବିଦ୍ୟା ମନ୍ଦିରର ଏବଂ ସରସ୍ୱତୀ ଶିଶୁ ମନ୍ଦିର ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା,ମଞ୍ଚ ପରିଚାଳନା ରେ ଅଭିମନ୍ୟୁ ମିଶ୍ର ଡ଼ ଅକ୍ଷୟ କୁମାର ପଣ୍ଡା ପବିତ୍ର ରଞ୍ଜନ ମହାନ୍ତି ଓ ବିକାଶ ଦାସ ପ୍ରମୁକ ଅଂଶ ଗ୍ରହଣ କରିଥଲେ ଶେଷରେ କମିଟି ର ଉପସଭାପତି ହୃଷିକେଶ ସାହୁ ଧନ୍ୟବାଦ୍ ପ୍ରସ୍ତାବ ଆଗତ କରିଥଲେ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking