28.1 C
Bhubaneswar
Saturday, July 27, 2024
Homeଓଡିଶାକାର୍ତ୍ତିକ ପୂଣ୍ଣିମା ପାଇଁ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ୫୦ ପ୍ଲାଟୁନ ଫୋର୍ସ

କାର୍ତ୍ତିକ ପୂଣ୍ଣିମା ପାଇଁ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ୫୦ ପ୍ଲାଟୁନ ଫୋର୍ସ

ପୁରୀ: କାର୍ତ୍ତିକ ପୂଣ୍ଣିମା ପାଇଁ ଶ୍ରୀମନ୍ଦିରରେ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦାୟିତ୍ୱରେ ୫୦ ପ୍ଲାଟୁନ ଫୋର୍ସ ରହିବେ କହିଲେ ଏସପି । ବାହାର କାଠରେ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ମୁତୟନ ହେବେ । ମାର୍କେଟ ଛକରୁ କୌଣସି ଗାଡିକୁ ଭିତରକୁ ଛଡାଯିବ ନାହିଁ । ଭୁବନେଶ୍ୱର. କୋଣାର୍କ, ବ୍ରହ୍ମଗିରି ରାସ୍ତାରେ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଥିବା ମଧ୍ୟ ସୂଚନା ରହିଛି । ବେଳାଭୂମିରେ ମଧ୍ୟ ପୋଲିସ ସହ ଅଧିକ ଲାଇଫଗାର୍ଡ ମୁତୟନ ହେବେ ।

୧୫ ବର୍ଷ ତଳେ ହୋଇଥିବା ଜଘନ୍ୟ ଆତଙ୍କବାଦୀ ଆକ୍ରମଣକୁ ଦେଶ କେବେ ବି ଭୁଲି ପାରିବନାହିଁ: ମୋଦି

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking