27.1 C
Bhubaneswar
Saturday, June 22, 2024
Homeଓଡିଶାରାଜଧାନୀରେ ୫ ଜଣ ହାଇୱେ ଲୁଟେରା ଗିରଫ

ରାଜଧାନୀରେ ୫ ଜଣ ହାଇୱେ ଲୁଟେରା ଗିରଫ

ଭୁବନେଶ୍ବର: ୫ ଜଣିଆ ହାଇୱେ ଲୁଟେରା ଗ୍ୟାଙ୍ଗକୁ ଗିରଫ କରାଯାଇଛି ନୟାପଲ୍ଲୀ ଥାନା ପୁଲିସ୍ । ଲୁଟେରାମାନେ ବାଇକ୍‌ରେ ଆସି ହାଇୱେରେ ଲୋକଙ୍କଠାରୁ ଲୁଟ୍ କରୁଥିଲେ। ଚଳନ୍ତା ଗାଡ଼ିରୁ ସୁନାଚେନ୍ ଲୁଟି ‌ନେଉଥିଲେ। ଲୁଟ୍ ପରେ ଯେଭଳି ପୁଲିସ୍ ଟେର୍ ପାଇବ ନାହିଁ ସେଥିପାଇଁ ଲୁଟେରାମାନେ ଗାଡିର ନମ୍ବର ପ୍ଲେଟ୍ ବଦଳାଇ ଦେଉଥିଲେ। ସେମାନଙ୍କଠାରୁ ସୁନାଚେନ୍, ବାଇକ୍ ଏବଂ ନଗଦ ଟଙ୍କା ଜବତ ହୋଇଛି ବୋଲି ପୁଲିସ୍ କମିଶନର ସଞ୍ଜିବ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି।

ଚାରିଦ୍ୱାରର ମାହାତ୍ମ୍ୟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking