39.2 C
Bhubaneswar
Thursday, April 18, 2024
Homeବ୍ରେକୀଙ୍ଗଦିନକରେ ୪୫,୩୨୧ କରୋନା ଟେଷ୍ଟ

ଦିନକରେ ୪୫,୩୨୧ କରୋନା ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ବଢିବା ସହ ମୃତକଙ୍କ ସଂଖ୍ୟାରେ ବି ବୃଦ୍ଧି ପରିଲକ୍ଷିତ ହେଉଛି । ତେବେ ବର୍ତ୍ତମାନ ରାଜ୍ୟରେ ୨୪ ଘଣ୍ଟାରେ ୪୫ ହଜାର ୩୨୧ କରୋନା ଟେଷ୍ଟ ହୋଇଛି । ଆରଟିପିସିଆରରେ ୮୫୯୯ଟି ହୋଇଥିବା ବେଳେ ଆଣ୍ଟିଜେନ ରେ ୩୬୬୦୭, ଟୁନଟରେ ୧୧୫ ଟେଷ୍ଟ ହୋଇଥିବା ନେଇ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking