29.1 C
Bhubaneswar
Sunday, May 19, 2024
Homeଓଡିଶା୪୩ ଲକ୍ଷ ହଡପ: ୪ ଗିରଫ

୪୩ ଲକ୍ଷ ହଡପ: ୪ ଗିରଫ

ବୌଦ୍ଧ: ୪୩ ଲକ୍ଷ ହଡପ ଅଭିଯୋଗରେ ୪ କର୍ମଚରୀ ଗିରଫ । ଗିରଫ କର୍ମଚାରୀମାନେ ଏକ ଅନଲାଇନ ସଂସ୍ଥା ପାଇଁ କାମ କରୁଥିଲେ । ୪ ଲକ୍ଷ ଟଙ୍କା ସହ ୨ଟି ବାଇକ,ଲ୍ୟାପଟପ ଓ ୩ ମୋବାଇଲ ଜବତ କରାଯାଇଛି । କ୍ୟାସଅନ ଡେଲିଭରି ହୋଇଥିବା ଟଙ୍କା ହଡପ ଅଭିଯୋଗରେ ଗିରଫ କରାଯାଇଛି । ବିଭିନ୍ନ ଆଳ ଦେଖାଇ କମ୍ପାନିକୁ ୪୩ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଛି ।

ଫୁଲୁଛି ତେଲ ନଦୀ,ବୁଡିଲା ବ୍ରିଜ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking