33.1 C
Bhubaneswar
Monday, May 6, 2024
Homeଓଡିଶାରାଜ୍ୟ ବାହାରକୁ ଚାଲାଣ ବେଳେ ଉଦ୍ଧାର ହେଲେ ୪୨ ଦାଦନ ଶ୍ରମିକ

ରାଜ୍ୟ ବାହାରକୁ ଚାଲାଣ ବେଳେ ଉଦ୍ଧାର ହେଲେ ୪୨ ଦାଦନ ଶ୍ରମିକ

ବଲାଙ୍ଗିର : ଉଦ୍ଧାର ହେଲେ ୪୨ ଦାଦନ ଶ୍ରମିକ । ଜଣେ ସର୍ଦ୍ଦାର ଅଟକ । ବଲାଙ୍ଗିର ଜିଲ୍ଲାରୁ ୪୨ ଜଣ ଶ୍ରମିକଙ୍କୁ ବାହାର ଅଞ୍ଚଳକୁ ଚାଲାଣ ପାଇଁ ଅଣାଯାଇଥିଲା । କଣ୍ଟାବାଞ୍ଜି ପୋଲିସ ପାଟ୍ରୋଲିଂ କରୁଥବା ବେଳେ ଶ୍ରମିକମାନେ ୩ଟି ବୋଲେରୋ ଯୋଗେ ଷ୍ଟେସନ୍‌ ଯାଉଥିବା ଜାଣିବାକୁ ପାଇଥିଲା । ସୂଚନା ଅନୁଯାୟୀ, ଚଟୁଅନକା ଗାଁ ପାଖ ରାସ୍ତାରୁ ସେମାନଙ୍କୁ ଉଦ୍ଧାର କରିଛି ପୋଲିସ୍‌ । ଉଦ୍ଧାର ଶ୍ରମିକଙ୍କ ମଧ୍ୟରୁ ୨୪ ଜଣ ପୁରୁଷ,୧୫ ଜଣ ମହିଳା ଓ ୩ଜଣ ଶିଶୁ ଥିବା ଜଣାପଡିଛି । ସମସ୍ତ ଶ୍ରମିକଙ୍କୁ ବେଆଇନ୍‌ ଭାବେ ରାଜ୍ୟ ବାହାରକୁ ନେବାର ଯୋଜନା ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking