22.1 C
Bhubaneswar
Saturday, March 22, 2025
Homeଦେଶ ବିଦେଶମହାକୁମ୍ଭରେ ୪୧ କୋଟି ଶ୍ରଦ୍ଧାଳୁ ବୁଡ ପକାଇସାରିଲେଣି

ମହାକୁମ୍ଭରେ ୪୧ କୋଟି ଶ୍ରଦ୍ଧାଳୁ ବୁଡ ପକାଇସାରିଲେଣି

ପ୍ରୟାଗରାଜ : ପବିତ୍ର ସଙ୍ଗମରେ ବୁଡ ପକାଇବା ପାଇଁ ଶ୍ରଦ୍ଧାଳୁଙ୍କ ଲାଗିଛି ଭିଡ । ଏପର୍ଯ୍ୟନ୍ତ ପାଖାପାଖି ୪୧ କୋଟି ଶ୍ରଦ୍ଧାଳୁ ବୁଡ ପକାଇସାରିଲେଣି । ଆଜିକୁ ୨୮ ଦିନ ହେବ ମହାକୁମ୍ଭରେ ମେଳା ଲାଗିଛି । ଲୋକେ ପବିତ୍ର ସଙ୍ଗମରେ ବୁଡ ପକାଇ  ଧନ୍ୟ ମନେ କରୁଛନ୍ତି । ମୌନି ଦୁର୍ଘଟଣାପରେ କିଛି ଦିନ ପାଇଁ  ସ୍ଥିଗିତ ରଖାଯାଥିଲା ସଂସ୍କୃତିକ କାର୍ଯ୍ୟକ୍ରମ। ବର୍ତ୍ତମାନ ପୁଣି ଏହା ଆରମ୍ଭ ହୋଇଛି । ପ୍ରଶାସନ କହିବାନୁଯାୟୀ ଯଦି ଏପରି ଭିଡ ରହିଲା ତେବେ ମହାକୁମ୍ଭ ସମାପନ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ସଂଖ୍ୟା ୬୦ କୋଟି ପାର୍‌ ହୋଇଯାଇପାରେ । ପୁଣି ୧୪୪ ବର୍ଷ ପରେ  ଲାଗିବ ମହାକୁମ୍ଭ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking