29.1 C
Bhubaneswar
Saturday, July 27, 2024
Homeଓଡିଶାକଳିଙ୍ଗ ବାଲିଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ପଡିବ ୪୦୦ ଷ୍ଟଲ

କଳିଙ୍ଗ ବାଲିଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ପଡିବ ୪୦୦ ଷ୍ଟଲ

ପାରାଦୀପ୍: ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା । ପାରଦୀପରେ କଳିଙ୍ଗ ବାଲିଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ସଜେଇ ହୋଇଛି ବିଜୁ ମୈଦାନ। ଆସିଲେଣି ବ୍ୟବସାୟୀ । ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । କଳିଙ୍ଗ ବାଲିଯାତ୍ରା ପାଇଁ ସମସ୍ତେ ହୋଇ ଉଠିଲେଣୀ ତତ୍ପର। ଆଉ ମାତ୍ର କେଇ ଘଣ୍ଟା ର ଅପେକ୍ଷା

ଚଳିତ ବର୍ଷ ପ୍ରାୟ ୪୦୦ରୁ ଅଧିକ ଷ୍ଟଲ୍ ନିର୍ମାଣ କରାଯାଉଥିବା ବେଳେ ଦୂର ଦୂରାନ୍ତରୁ ଆସିଛନ୍ତି ବ୍ୟବସାୟୀ । ପ୍ରଶାସନ ଠାରୁ ବ୍ୟବସାୟୀ , ସମସ୍ତେ ଉତ୍ସାହ ଅଛନ୍ତି । ସମୁଦ୍ର କୂଳ ବିଜୁ ମୈଦାନରେ ଏବେ ଜୋରସୋରରେ ଚାଲିଛି ଷ୍ଟଲ୍ ନିର୍ମାଣ । ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବାଲିଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking