32.1 C
Bhubaneswar
Monday, May 4, 2026
Homeଓଡିଶାରାଜ୍ୟରେ ୪୦ ଲକ୍ଷ ଭୂତ ରାସନକାର୍ଡଧାରୀ – ମନ୍ତ୍ରୀ

ରାଜ୍ୟରେ ୪୦ ଲକ୍ଷ ଭୂତ ରାସନକାର୍ଡଧାରୀ – ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଅଛନ୍ତି ଅନେକ ନକଲି ଚାଷୀ । ପ୍ରକୃତ ଚାଷୀଙ୍କ ବାବଦରେ ଜାଣିବା ପାଇଁ ଆଉ ଥରେ ହେଉଛି ଚାଷୀ ପଞ୍ଚିକରଣ ।  ରାସନକାର୍ଡ ଭଳି ଚାଷୀ ତାଲିକାରେ  ଅନେକ ଅଣଚାଷୀ ଥିବାରୁ ଆଉଥରେ ହେବ ତାଲିକା । ଏବେ ସୁଦ୍ଧା ରାଜ୍ୟରେ ୪୦ ଲକ୍ଷ ଭୂତ ହିତାଧିକାରୀ  ଅଛନ୍ତି ୨୪ ବର୍ଷ ଧରି  ଯେଉଁ ପ୍ରକ୍ରିୟା ଚାଲିଥିଲା । ସେଥିରେ ସେ  ସ୍ୱଛତା ଆଣିବାକୁ ନୂଆ ପଦ୍ଧତି ହାତକୁ ନିଆଯାଇଛି ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ସୂଚନା ଦେଇଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking