17.1 C
Bhubaneswar
Thursday, January 9, 2025
Homeଦେଶ ବିଦେଶଅଲ୍‌ୱର୍ ମବ୍ ଲିଞ୍ଚିଙ୍ଗ୍ ମାମଲାରେ ୪ ଜଣଙ୍କୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ

ଅଲ୍‌ୱର୍ ମବ୍ ଲିଞ୍ଚିଙ୍ଗ୍ ମାମଲାରେ ୪ ଜଣଙ୍କୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ

ଜୟପୁର: ରାଜସ୍ଥାନ ଅଲ୍‌ୱର୍‌ର ରାମଗଡ଼ରେ ରକବର୍ ମବ୍ ଲିଞ୍ଚିଙ୍ଗ୍ ମାମଲାରେ କୋର୍ଟ ୫ ଜଣଙ୍କ ମଧ୍ୟରୁ ୪ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏଡିଜେ କୋର୍ଟ ନଂ.୧ ସମସ୍ତ ଦୋଷୀଙ୍କୁ ୭ ବର୍ଷ ଲେଖାଏଁ ଜେଲ୍ ଏବଂ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ତେବେ ଜଣେ ଅଭିଯୁକ୍ତକୁ ସମସ୍ତ ଧାରାରୁ ଖଲାସ କରିଛନ୍ତି । ୨୦୧୮ରେ ଗୋ-ତସ୍କରୀ ଅଭିଯୋଗରେ ହରିଆଣା ନିବାସୀ ୨୯ ବର୍ଷୀୟ ରକବର୍ ଖାନ୍‌କୁ ଭିଡ଼ ଦ୍ୱାରା ପିଟି ପିଟି ହତ୍ୟା କରାଯାଇଥିଲା ।

ବେପରୁଆ ଗାଡ଼ି ଚାଳନା କରି ବନ୍ଧା ହେଲେ ଡ୍ରାଇଭର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking