34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଶାୟର୍ ମୁନୱର୍ ରାଣା ଆଇୟୁସିରେ ଭର୍ତ୍ତି

ଶାୟର୍ ମୁନୱର୍ ରାଣା ଆଇୟୁସିରେ ଭର୍ତ୍ତି

ଲକ୍ଷ୍ନୌ : ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ଶାୟର୍ ମୁନୱର ରାଣାଙ୍କୁ ଲକ୍ଷ୍ନୌର ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କୁ ଆଇୟୁସିରେ ଭେଣ୍ଟିଲେଟର୍ ସପୋର୍ଟରେ ରଖାଯାଇଛି । ତାଙ୍କ କନ୍ୟା ସୁମୈୟା ରାଣା ବୁଧବାର ରାତିରେ ସୋସିଆଲ୍ ମିଡିଆ ପୋଷ୍ଟ୍‌ରେ ଏହି ସୂଚନା ଦେଇଛନ୍ତି । ପୋଷ୍ଟ୍‌ରେ ସୁମୈୟା ଲେଖିଛନ୍ତି, ମୋ ପିତା ଦୁରାରୋଗରେ ପୀଡ଼ିତ, ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ ।

ବେପରୁଆ ଗାଡ଼ି ଚାଳନା କରି ବନ୍ଧା ହେଲେ ଡ୍ରାଇଭର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking