27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଏନ୍‌କାଉଣ୍ଟରରେ ସ୍ଥଳସେନାର ୪ ସହିଦ

ଏନ୍‌କାଉଣ୍ଟରରେ ସ୍ଥଳସେନାର ୪ ସହିଦ

ଶ୍ରୀନଗର: ଜମ୍ମୁ-କଶ୍ମୀରର ରାଜୌରୀ ଜିଲ୍ଲାରେ ବୁଧବାର ଏନ୍‌କାଉଣ୍ଟର ଚାଲିଥିବାବେଳେ ଆତଙ୍କବାଦୀଙ୍କ ଗୁଳିରେ ସ୍ଥଳସେନାର ୪ ଜଣ ସହିଦ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୨ ଜଣ ଅଧିକାରୀ ଓ ୨ ଯବାନ ଅନ୍ତର୍ଭୁକ୍ତ । ବାଜିମାଲ ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବାପରେ ଜମ୍ମୁ-କଶ୍ମୀର ପୁଲିସ ଓ ସେନାର ମିଳିତ ବାହିନୀ ଉକ୍ତ ଅଞ୍ଚଳକୁ ଘେରାଉ କରି ତଲାସି ଅଭିଯାନ ଆରମ୍ଭ କରିଥିଲେ ।

ଆତଙ୍କବାଦୀମାନେ ପ୍ରଥମେ ଗୁଳିଚାଳନା କରିବାରୁ ଯବାନଙ୍କ ପକ୍ଷରୁ ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଏନ୍‌କାଉଣ୍ଟର ଜାରି ରହିଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking