25.8 C
Bhubaneswar
Saturday, July 27, 2024
Homeବ୍ରେକୀଙ୍ଗରାଜଧାନୀରେ ୩୪ ପ୍ଲାଟୁନ ଫୋର୍ସ

ରାଜଧାନୀରେ ୩୪ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ମହାଶିବରାତ୍ରି । ସନ୍ଧ୍ୟାରେ ଶିବ ମନ୍ଦିର ଗୁଡିକରେ ଭିଡକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଗହଳି ଯେପରି ନହେବ, କୋଭିଡ କଟକଣା କଡାକଡି ପାଳନ ହେବ, ସେ ନେଇ ଧ୍ୟାନ ଦିଆଯାଇଛି ।
ଜାଗର ପାଇଁ ସୁରକ୍ଷା ବ୍ୟବସ୍ଥା ନେଇ ଭୁବନେଶ୍ୱର ଡିସିପି ସୂଚନା ପ୍ରଦାନ କରିଛନ୍ତି । ସେ କହିଛନ୍ତି, ରାଜଧାନୀରେ ୩୪ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି । ଆଡିସନାଲ ଡିସିପି ଓ ଏସିପି ର‌୍ୟାଙ୍କର ଶହେରୁ ଉର୍ଦ୍ଧ୍ୱ ଅଫିସର ମୁତୟନ ଅଛନ୍ତି । ଟ୍ରାଫିକ ପାଇଁ କଟକଣା ହୋଇଛି, କିଛି ପାର୍କିଂ ସ୍ଥଳ ଚିହ୍ନଟ କରାଯାଇଛି । ଦର୍ଶନ ବେଳେ କୋଭିଡ ଗାଇଡଲାଇନ ମାନିବାକୁ ଅପିଲ କରିଛନ୍ତି ଡିସିପି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking