32.1 C
Bhubaneswar
Saturday, June 14, 2025
Homeଓଡିଶା୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ୩ ଗିରଫ

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ୩ ଗିରଫ

କୋରାପୁଟ : ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ କାର ଜବତ । ଜିପ ସହ ୩ଜଣକୁ ଗିରଫ କଲା କୋରାପୁଟର ଲମତାପୁଟ ଏବଂ ମାଛକୁଣ୍ଡ ପୋଲିସ କ୍ଷ ସୀମାନ୍ତ ଆନ୍ଧ୍ରପ୍ରଦେଶରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଖବର ପାଇ ମାଫିଆଙ୍କୁ ଅଟକାଇବା ପାଇଁ ଚେଷ୍ଟା କରୁଥିଲା ପୋଲିସ । ହେଲେ ମାଫିଆ ମାନେ ପୋଲିସର ଗାଡିକୁ ଧକ୍କା ଦେଇ ଖସିଯିବାକୁ ଚେଷ୍ଟା କରିଥିଲେ କ୍ଷ ପୋଲିସ ଗାଡ଼ିଟି ରାସ୍ତା କଡକୁ ଖସିପଡ଼ିଥିଲେ ମଧ୍ୟ ମାଫିଆଙ୍କୁ କାବୁ କରିବାରେ ସଫଳ ହୋଇଥିଲେ କ୍ଷ ଗାଡିକୁ ଯାଞ୍ଚ କରିବାରୁ ଏକ କୁଇଣ୍ଟାଲରୁ ଉର୍ଦ୍ଧ ଗଞ୍ଜେଇ ବାହାରିଥିଲା କ୍ଷ ସେପଟେ ମାଛକୁଣ୍ଡ ପୋଲିସ ହନୁମାଲ ଗ୍ରାମ ନିକଟରୁ ଏକ ଜିପକୁ ଅଟକାଇ ଯାଞ୍ଚ କରିବାରୁ ପ୍ରାୟ ୧୯୦ କେଜି ଗଞ୍ଜେଇ ଜବତ କରିଥିବା ବେଳେ ଜଣକୁ ଗିରଫ କରିଛି ପୋଲିସ କ୍ଷ ଏହି ଗଞ୍ଜେଇ ମାଲକାନଗିରି ଜିଲ୍ଲା ଦେଇ ଛତିଶଗଡ଼ ଚାଲାଣ ହେଉଥିଲା କ୍ଷ

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking