27.1 C
Bhubaneswar
Saturday, July 5, 2025
Homeଦେଶ ବିଦେଶନକ୍ସଲଙ୍କ ସହ ଗୁଳିବିନିମୟରେ ଡିଆରବି ଓ ସିଆରପିଏଫର ୩ ଯବାନ ସହିଦ

ନକ୍ସଲଙ୍କ ସହ ଗୁଳିବିନିମୟରେ ଡିଆରବି ଓ ସିଆରପିଏଫର ୩ ଯବାନ ସହିଦ

ଛତିଶଗଡ: ଛତିଶଗଡ ବୀଜାପୁର ଜିଲ୍ଲାର ତରରେମରେ ନକ୍ସଲଙ୍କ ସହିତ ଗୁଳିବିନିମୟରେ ଡିଆରବି ଓ ସିଆରପିଏଫର ୩ ଜଣ ଯବାନ ଶହିଦ ହୋଇଛନ୍ତି । ସେହିଭଳି ୩ ଜଣ ଯବାନ ଆହତ ମଧ୍ୟ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ, ଏଥିରେ ଜଣେ ମାଓବାଦୀ ମଧ୍ୟ ନିହତ ହୋଇଛି । ଏହା ପୂର୍ବରୁ ମାର୍ଚ୍ଚରେ ମାଓବାଦୀମାନେ ଯବାନ ଯାଉଥିବା ବସକୁ ଆଇଇଡି ବିସ୍ଫୋରଣ କରି ଉଡାଇ ଦେଇଥିଲେ । ଫଳରେ ସେଥିରେ ୫ ଜଣ ଯବାନ ସହିଦ ହୋଇଥିଲେ । ଯବାନଙ୍କ ବସ ଉପରେ ଏହି ହାମଲା ନାରାୟଣପୁରରେ ହୋଇଥିଲା । ମିଳିଥିବା ସୂଚନା ମୁତାବକ, ଡିଆରଜି ର ଯବାନମାନେ ଏକ ଅପରେସନରୁ ଫେରୁଥିଲେ । ସେହି ସମୟରେ ମାଓବାଦୀମାନେ ତାକୁ ଟାର୍ଗେଟ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking