29.1 C
Bhubaneswar
Friday, May 17, 2024
Homeଦେଶ ବିଦେଶଆଫଗାନିସ୍ତାନରେ ଆଇଏସଆଇଏସ ଆତଙ୍କବାଦୀ ବନିଥିଲେ ୨୪ ପାକିସ୍ତାନୀ ମହିଳା

ଆଫଗାନିସ୍ତାନରେ ଆଇଏସଆଇଏସ ଆତଙ୍କବାଦୀ ବନିଥିଲେ ୨୪ ପାକିସ୍ତାନୀ ମହିଳା

ନୂଆଦିଲ୍ଲୀ: ପାକିସ୍ତାନ ସଂଗଠନ ଆଇଏସଆଇ ଆଫଗାନିସ୍ତାନ ରେ ତାଲିବାନ, ଜୈଶ ଏ ମୋହମ୍ମଦ ଓ ଆଇଏସଆଇଏସର ଆତଙ୍କବାଦୀଙ୍କ ସାହାଯ୍ୟରେ ବଡ ଧରଣର ଆତଙ୍କୀ ହାମଲାକୁ ସଫଳ କରିବା ପାଇଁ ଲାଗିଛି । ଆଫଗାନିସ୍ତାନର ଅନେକ ହାମଲାରେ ଆଇଏସଆଇ ସାମିଲ ହେବା ନେଇ ପ୍ରମାଣ ପୂର୍ବରୁ ବି ମିଳିସାରିଛି । ଏହାରି ମଧ୍ୟରେ ଏକ ତାଜା ଖବର ସାମ୍ନାକୁ ଆସିଛି । ତାହା ହେଲା ଆଇଏସଆଇ ସହାୟତାରେ ପାକିସ୍ତାନରୁ ଆଫଗାନିସ୍ତାନ ଯାଇ ଆଇଏସଆଇଏସର ଆତଙ୍କବାଦୀ ବନିଥିବା ୨୪ ମହିଳା ଆତଙ୍କବାଦୀଙ୍କ ଲିଷ୍ଟ ସାମ୍ନାକୁ ଆସିଛି । ଯାହା ଆଫଗାନିସ୍ତାନର କାବୁଲ ଜେଲରେ ରହିଛନ୍ତି । ଏହି ମହିଳାହ୍‌କୁ ନେଇ ଆଫଗାନିସ୍ତାନ ଏଜେନ୍ସିର କହିବା କଥା ହେଲା ଯେ, ଏମାନେ ସମସ୍ତେ ଆତଙ୍କୀ ହାମଲାରେ ସାମିଲ ରହିଛନ୍ତି ।

1-ଫାତିମା ଜିଆ- ଲାହୋର
୨-ଅଟିକା- କରାଚି

3-ସିଡ୍ରା- ଲାହୋର
4- ହସିନା- କ୍ୱେଟା
5-ରାଡା- ନରୋୱାଲ୍

6-ହାଜେରା- ଖାଇବର

7-ତାଇବା- ଓରାକଜାଇ
8-ଖାଡିଜା-ଦିର୍, କେ.ପି.କେ.
9-ଜୈନାବ-ଦିର୍, କେପି.କେ.
10-ରାୱାଜା- ଓରାକଜାଇ
11-ଶାହିଦା- ଓରାକଜାଇ
12-ହାୟାଦ- ଓରାକଜାଇ
13-ଶକିଲା- KPK
14-ମରିୟମ୍- KPK
15-ଅମାନା ରଜାକ- ଜଲାଲପୁର
16-ହାଜିରା- ଓରାକଜାଇ
17-ଶେହନାଜ୍- ଓରାକଜାଇ
18-ଏକତିରା- ଓରାକଜାଇ
19-ଆଦିବା- ଜଲାଲପୁର
20-ଆୟେଶା- ଓରାକଜାଇ
21-ଗୁଲାବ- ଓରାକଜାଇ
22-ଜାମିନା- ଓରାକଜାଇ
23-ହିଫସା- ଲାହୋର
24-ଜମାନଖିଲା- ଓରାକଜାଇ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking