33.1 C
Bhubaneswar
Tuesday, April 22, 2025
Homeଓଡିଶା୨୧ ହଜାର ୪୮୬  ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ- ପ୍ରଭାତୀ

୨୧ ହଜାର ୪୮୬  ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ- ପ୍ରଭାତୀ

ଭୁବନେଶ୍ୱର : ରାଜ୍ୟରେ ୨୧ ହଜାର ୪୮୬  ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ । ୩୧ ହଜାର ୪୫୬ ଅଙ୍ଗନବାଡି କେନ୍ଦ୍ରରେ  ବିଦ୍ୟୁତ ସଂଯୋଗ ନାହିଁ ।   ୪୭ ହଜାର ୭୩୭ ଅଙ୍ଗନବାଡି କେନ୍ଦ୍ରରେ ପାଚେରି ନାହିଁ  ରହିଛନ୍ତି ପ୍ରଭାତୀ । ରାଜ୍ୟରେ ଅଛି ମୋଟ ୭୪, ୧୯୨ ଅଙ୍ଗନବାଡି କେନ୍ଦ୍ର । ଗୃହରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଲିଖିତ ଉତ୍ତର ରଖିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking