36.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଏୟାର ଏସିଆ ଉପରେ ୨୦ ଲକ୍ଷ ଜୋରିମାନା

ଏୟାର ଏସିଆ ଉପରେ ୨୦ ଲକ୍ଷ ଜୋରିମାନା

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଘରୋଇ ଏୟାରଲାଇନ୍ସ ଏୟାର ଏସିଆ ଉପରେ ୨୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରାଯାଇଛି । ଏଥିସହିତ ଏୟାର ଏସିଆର ପ୍ରଶିକ୍ଷଣ ବିଭାଗ ମୁଖ୍ୟଙ୍କୁ ୩ ମାସ ନିଲମ୍ବିତ କରାଯାଇଥିବାବେଳେ ୮ ଜଣ ପ୍ରଶିକ୍ଷକଙ୍କୁ ପ୍ରତ୍ୟେକ ୩ ଲକ୍ଷ ଟଙ୍କାର ଅର୍ଥଦଣ୍ଡ ପ୍ରଦାନ କରାଯାଇଛି । ଅର୍ଥାତ୍ ଏୟାରଲାଇନ୍ସ ଉପରେ ମୋଟ ୪୪ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରାଯାଇଛି । ପାଇଲଟ୍‌ମାନଙ୍କୁ ସଠିକ୍ ପ୍ରଶିକ୍ଷଣ ଦିଆଯାଉନଥିବାରୁ ଏଭଳି ଦଣ୍ଡାଦେଶ ପ୍ରଦାନ କରାଯାଇଥିବା କୁହାଯାଇଛି ।

ଛତିଶଗଡ଼ର ନୂଆ ରାଜ୍ୟପାଳ ହେଲେ ବିଶ୍ୱଭୂଷଣ ହରିଚନ୍ଦନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking