ଖୋର୍ଦ୍ଧା : ଖୋର୍ଦ୍ଧା ତାପଙ୍ଗ ଅଞ୍ଚଳରେ ଅଘଟଣ । ଫୋଟୋ ଟାଇବା ହେଲା କାଳ । ସେଲ୍ଫିନେବା ବେଳେ ନଦୀରେ ପଡିଗଲେ ୨ ଜଣ ।ସୂଚନା ଅନୁଯାୟୀ, ରିଲ୍ସ କଲାବେଳେ ଖଣି ପୋଖରୀରେ ବୁଡିଗଲେ ୨ ଯୁବକ । ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି ଓ ଅନ୍ୟ ଜଣେ ନିଖୋଜ ଅଛନ୍ତି । ଘଟଣାସ୍ଥଳରେ ସ୍କ୍ୟୁବା ଡ୍ରାଇଭର ଓ ଓଡ୍ରାଫ ଟିମ ସର୍ଚ୍ଚ ଅପରେସନ ଜାରି ରହିଛି । ୪ ଜଣ ସାଙ୍ଗ ବୁଲିବାକୁ ଆସିଥିଲେ ।