28.1 C
Bhubaneswar
Saturday, July 27, 2024
Homeଓଡିଶାନିର୍ମାଣାଧୀନ କୋଠାରୁ ଖସି ୨ ଶ୍ରମିକ ଗୁରୁତର

ନିର୍ମାଣାଧୀନ କୋଠାରୁ ଖସି ୨ ଶ୍ରମିକ ଗୁରୁତର

ଭୁବନେଶ୍ୱର: ନିର୍ମାଣାଧୀନ କୋଠାରୁ ଖସି ୨ ଜଣ ଶ୍ରମିକ ଗୁରୁତର ହେବା ଖବର ସାମ୍ନାକୁ ଆସିଛି । ନୟାପଲ୍ଲୀ ଥାନା ଅଞ୍ଚଳରେ ୩ ମହଲା କୋଠା କାମ ବେଳେ ଏପରି ଅଘଟଣ ଘଟିଛି । ଗୁରୁତର ହୋଇଥିବା ୨ ଶ୍ରମିକଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଛି । ଏହି ଦୁଇ ଶ୍ରମିକ କାମ କରୁଥିବା ବେଳେ ଧସିଯିବାରୁ ତଳେ ପଡିଯାଇଥିଲେ । କୌଣସି ସୁରକ୍ଷା ବ୍ୟବସ୍ଥା ବିନା କୋଠା କାମ ଚାଲିଥିବା ଅଭିଯୋଗ ହୋଇଛି ।

ଏମାଟିର ଶ୍ରଦ୍ଧା ପାଇଁ ମୁଁ ମହାମହିମ; ରାଷ୍ଟ୍ରପତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking