33.1 C
Bhubaneswar
Sunday, May 17, 2026
Homeଓଡିଶା୨ ଗାଁ ମୁହାଁମୁହିଁରୁ ପୋଡ଼ାଜଳା

୨ ଗାଁ ମୁହାଁମୁହିଁରୁ ପୋଡ଼ାଜଳା

ମାଲକାନଗିରି: ୨ ଗାଁ ମୁହାଁମୁହିଁରୁ ନିଆଁ ଲଗାଇଦେଲେ ଲୋକେ। ଏମ୍‌ଭି-୨୬ ଓ ରାଖେଲଗୁଡା ମଧ୍ୟରେ ଉତ୍ତେଜନାରୁ ପୋଡ଼ାଜଳା। ଗୋଟିଏ ଗୋଷ୍ଠୀର ଲୋକେ ଅନ୍ୟ ଗୋଷ୍ଠୀଙ୍କ ଘରେ ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି। ରାଖେଲଗୁଡ଼ାର ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବାରୁ ପୋଡ଼ାଜଳା ପରିସ୍ଥିତି ଉପୁଜିଛି। ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରରେ ଆଣିବା ପାଇଁ ଚେଷ୍ଟା କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking