33.1 C
Bhubaneswar
Saturday, May 3, 2025
Homeଓଡିଶାବାହାନଗାକୁ ବୈଷ୍ଣବଙ୍କ ୨ କୋଟି

ବାହାନଗାକୁ ବୈଷ୍ଣବଙ୍କ ୨ କୋଟି

ବାଲେଶ୍ୱର: ବାଲେଶ୍ୱର ବହାନଗାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବାହାନଗାର ବିକାଶ ପାଇଁ ୨ କୋଟି ଟଙ୍କାର ଅନୁଦାନ ଘୋଷଣା । ବାହାନଗା ଅଞ୍ଚଳର ବିକାଶ ପାଇଁ ସରଂସଦ ପାଣ୍ଠିରେ ୧ କୋଟି ଅନୁଦାନ କରିଛନ୍ତି ରେଳମନ୍ତ୍ରୀ । ବାହାନଗା ମେଡିକାଲର ଉନ୍ନତି ପାଇଁ ରେଲୱେ ପାଣ୍ଠିରୁ ୧ କୋଟି । ଦୁର୍ଘଟଣାରେ ସାହାର୍ଯ୍ୟ କରିଥିବା ଲୋକଙ୍କୁ ଧନ୍ୟବାଦ ଦେଲେ ଅଶ୍ୱିନୀ ବୈଷ୍ଣବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking