33.1 C
Bhubaneswar
Monday, May 20, 2024
Homeଓଡିଶାସୂବର୍ଣ୍ଣ ଖଡିକା ଧରି ଛେରାପହଁରା କରୁଛନ୍ତି ଗଜପତି ମହରାଜା ଦିବ୍ୟସିଂହ ଦେବ

ସୂବର୍ଣ୍ଣ ଖଡିକା ଧରି ଛେରାପହଁରା କରୁଛନ୍ତି ଗଜପତି ମହରାଜା ଦିବ୍ୟସିଂହ ଦେବ

ପୁରୀ: ରଥଯାତ୍ରାରେ ଅନ୍ୟତମ ମୁଖ୍ୟ ଆକର୍ଷଣରେ ଛେରାପହଁରା ନୀତି । ପହଣ୍ଡି ବିଜେ ପରେ ଆରମ୍ଭ ହୋଇଛି ଛେରାପହଁରା ନୀତି । ସୂବର୍ଣ୍ଣ ଖଡିକା ଧରି ଛେରାପହଁରା କରୁଛନ୍ତି ଗଜପତି ମହରାଜା ଦିବ୍ୟସିଂହ ଦେବ । ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଛେରାପହଁରା କରିସାରିବପାର ପରେ ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନ ରଥରେ ଛେରାପହଁରା କରିସାରବା ପରେ ଏବଂ ଶେଷରେ ନନ୍ଦିଘୋଷ ରଥରେ ଛେରାପହଁରା ନୀତି ଚାଲିଛି ।

ସରିଲା ପହଣ୍ଡି; ରଥ ଉପରେ ତିନି ଠାକୁର


LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking