19.1 C
Bhubaneswar
Saturday, February 7, 2026
Homeଓଡିଶାଗହୀରମଥାରେ ୧୬ ମତ୍ସ୍ୟଜୀବୀ ଗିରଫ

ଗହୀରମଥାରେ ୧୬ ମତ୍ସ୍ୟଜୀବୀ ଗିରଫ

କେନ୍ଦ୍ରାପଡ଼ା: ସମୁଦ୍ରରୁ ବେଆଇନ ମାଛ ଧରି ଗିରଫ ହେଲେ ୧୬ ଜଣ ମତ୍ସ୍ୟଜୀବୀ। କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥାରେ ବନ ବିଭାଗର କାର୍ଯ୍ୟାନୁଷ୍ଠାନ । ମତ୍ସ୍ୟଜୀବୀଙ୍କୁ ଗିରଫ କଲେ ବରୁଣେଇ ସେକ୍ସନ ବନ ବିଭାଗର କର୍ମଚାରୀ । ଗିରଫ ମତ୍ସ୍ୟଜୀବୀଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗହୀରମଥାରେ ଏବେ ମାଛଧରିବା କଟକଣା ଜାରି କରାଯାଇଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking