34.1 C
Bhubaneswar
Wednesday, May 1, 2024
Homeଓଡିଶା୧୫ ଯୁବତୀ ଉଦ୍ଧାର , ଦଲାଲ ଅଟକ

୧୫ ଯୁବତୀ ଉଦ୍ଧାର , ଦଲାଲ ଅଟକ

ବାରିପଦା : ଭଡାଘରୁୁ ୧୫ ଯୁବତୀଙ୍କୁ ଉଦ୍ଧାର ସହ ଦଲାଲ ଅଟକ । ଭଞ୍ଜପୁର ଥାନା ୨୧ନଂ ୱାର୍ଡର ଏକ ଭଡାଘରୁ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଯୁବତୀ ନୟାଗଡ , ଗଜପତି , ରାୟଗଡା ଓ ଆନ୍ଧ୍ରର ବୋଲି ସୂଚନା ମିଳିଛି । ଚାକିରି ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ୫ ମାସ ହେବ ବିଭିନ୍ନ ସ୍ଥାନରେ ଦଲାଲ ନେଇ ରଖିଥିବା ଅଭିଯୋଗ । ଜଣେ ଯୁବତୀ ସ୍ଥାନୀୟ ଲୋକଙ୍କୁ ଜଣାଇବା ପରେ ପୋଲିସ ଉଦ୍ଧାର କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking