35.1 C
Bhubaneswar
Monday, April 27, 2026
Homeଓଡିଶାଛିଣ୍ଡିଲା ୧୧ କେଭି ବିଦ୍ୟୁତ୍ ତାର : ଜଳିଗଲା ଧାନ ଫସଲ

ଛିଣ୍ଡିଲା ୧୧ କେଭି ବିଦ୍ୟୁତ୍ ତାର : ଜଳିଗଲା ଧାନ ଫସଲ

ବାଲେଶ୍ୱର: ୫ ଏକର ଜମିରେ ଗଚ୍ଛିତ ରଖିଥିବା ଧାନ ଜଳିଗଲା। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ତାଳପଦା ଗାଁରେ। ୧୧ କେଭି ବିଦ୍ୟୁତ୍ ତାର ଛିଡି ୫ ଜଣ ଚାଷୀଙ୍କର ଧାନ ଫସଲ ଜଳିଯାଇଛି। ଯାହାକୁ ନେଇ ଚିନ୍ତାରେ ପଡିଛି ଚାଷୀ। ଖବର ପାଇ ବାହାନଗା ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛି। ସେପଟେ କ୍ଷତିଗ୍ରସ୍ତ ଚାଷୀମାନେ କ୍ଷତିପୂରଣ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking