ଭୁବନେଶ୍ୱର: ରେପୋ ରେଟ୍ ୬.୫%ରେ ଅପରିବର୍ତ୍ତିତ ରଖିଲା ଆରବିଆଇ । ଅପରିବର୍ତ୍ତିତ ରଖିବାକୁ ମନିଟାରୀ ପଲିସି କମିଟିର ନିଷ୍ପତ୍ତି ନିଆଯାଇଛି । ପ୍ରେସମିଟରେ ସୂଚନା ଦେଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ବାର୍ଷିକ ମୁଦ୍ରାସ୍ଫିତି ୫ ପ୍ରତିଶତରୁ ଅଧିକ ରହିବାର ଆକଳନ ରହିଥିବା ସୂଚନା । ଜିଡିପି ମହାମାରୀ ପୂର୍ବାବସ୍ଥାକୁ ଫେରିବା ନେଇ ମଧ୍ୟ ଆକଳନ ।