29.1 C
Bhubaneswar
Monday, March 17, 2025
Homeଓଡିଶାଜୁନ ୧୭ରୁ ଓଜେଇଇ

ଜୁନ ୧୭ରୁ ଓଜେଇଇ

ଭୁବନେଶ୍ୱର: ଚଳିତବର୍ଷ ଜୁନ ୧୭ରୁ ୨୪ ମଧ୍ୟରେ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେବ । କମ୍ପ୍ୟୁଟର ବେସଡ ଟେଷ୍ଟ ନେଇ ଓଜେଇଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏଥିପାଇଁ ଆଗ୍ରହୀ ପରୀକ୍ଷାର୍ଥୀ ଅନଲାଇନରେ ଆବେଦନ କରିପାରିବେ । ୱେବସାଇଟ www.ojee.nic.in ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ ।

ମହାମାରୀ କରୋନାର ପ୍ରକୋପରେ ଅଫଲାଇନରେ ପରୀକ୍ଷା ନକରି ଅନଲାଇନ ପରୀକ୍ଷା ପାଇଁ ନିଷ୍ପତ୍ତି ହୋଇଛି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଏହି ମହାମାରୀ ତାରା କାୟା ବିସ୍ତାର କରିଚାଲିଛି । ଅଧିକ ମାରାତ୍ମକ ପ୍ରମାଣିତ ହୋଇଛି କୋଭିଡ ୧୯ । ଯାହାଫଳରେ ପରୀକ୍ଷାଗୁଡିକୁ ଅନଲାଇନ କରିବା ନେଇ ନିଷ୍ପତ୍ତି ନିଆଯାଉଛି । ସଂକ୍ରମଣ ରୋକିବାକୁ ବାଧ୍ୟ ହୋଇ ଏପରି କରାଯାଉଛି । କାରଣ ଅଫଲାଇନରେ ଯଦି ପରୀକ୍ଷା କରାଯିବ ତେବେ ସଂକ୍ରମଣ ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking