37.1 C
Bhubaneswar
Saturday, May 18, 2024
Homeଓଡିଶାଏସିଡ୍ ଆକ୍ରାନ୍ତଙ୍କୁ ସହାୟତା

ଏସିଡ୍ ଆକ୍ରାନ୍ତଙ୍କୁ ସହାୟତା

ଭୁବନେଶ୍ୱର: ବାଲେଶ୍ୱର ଏସିଡ୍ ଆକ୍ରାନ୍ତ ପୀଡିତାଙ୍କୁ ପରିବାରକୁ ଆର୍ଥୀକ ସହାୟତା ପ୍ରଦାନ । ସହଦେବଖୁଣ୍ଟା ଥାନା ଭୀମପୁରା ଏସିଡ୍ ଆକ୍ରାନ୍ତଙ୍କୁ ସହାୟତା ପ୍ରଦାନ । ଜଣେ ମୃତକ ଓ ୪ଆହାତଙ୍କ ପାଇଁ ମୋଟ ୫ଲକ୍ଷର ଆର୍ଥୀକ ସହାୟତା । ସହାୟତା ପ୍ରଦାନ କଲା ଜିଲ୍ଲା ଆଇନ ସେବା ପ୍ରାଧିକରଣ । ଏସିଡ୍ ମାଡରେ ମହିଳା ମୃତ,ଅନ୍ୟଜଣେ ମହିଳା ଓ ୩ ପିଲା ଆହାତ ହୋଇଥିଲେ ।

ଗତକାଲି ବିଜେପି ଯୁବମୋର୍ଚ୍ଚାର ଆନ୍ଦୋଳନରେ ବିଜେଡି ରଚିଥିଲା ହିଂସା ଷଡଯନ୍ତ୍ର : ସମୀର ମହାନ୍ତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking