28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଅମ୍ବାନୀ, ଅମିତାଭଙ୍କ ବଙ୍ଗଳା ଉଡାଇବାକୁ ଧମକ

ଅମ୍ବାନୀ, ଅମିତାଭଙ୍କ ବଙ୍ଗଳା ଉଡାଇବାକୁ ଧମକ

ମୁମ୍ବାଇ : ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମାଲିକ ମୁକେଶ ଅମ୍ବାନୀ ଏବଂ ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ମୁମ୍ବାଇସ୍ଥିତ ବାସଭବନକୁ ବିସ୍ପୋରଣ ଜରିଆରେ ଉଡାଇ ଦିଆଯିବ ବୋଲି ମହାରାଷ୍ଟ୍ର ପୁଲିସକୁ ଧମକ ଦିଆଯାଇଛି । ମଙ୍ଗଳବାର ସନ୍ଧ୍ୟାରେ ନାଗପୁର ପୁଲିସକୁ ଜଣେ ବ୍ୟକ୍ତି ଫୋନ୍ କରି ଏଭଳି ଧମକ ଦେଇଥିବା ଜଣାପଡିଛି । ଏହାପରେ ନାଗପୁର ପୁଲିସ ପକ୍ଷରୁ ଏ ପ୍ରସଙ୍ଗରେ ମୁମ୍ବାଇ ପୁଲିସକୁ ଆଲର୍ଟ କରାଯାଇଛି । ଫୋନ୍‌କଲ କରିଥିବା ବ୍ୟକ୍ତିକୁ ଧରିବାକୁ ଉଦ୍ୟମ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking