17.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶମାତ୍ର ୯୦ ଦିନରେ ଭାରତରୁ ୧୯ ଲକ୍ଷରୁ ଊର୍ଦ୍ଧ୍ୱ ଭିଡିଓ ଡିଲିଟ୍ କରିଛି ୟୁଟ୍ୟୁବ, କାହିଁକି...

ମାତ୍ର ୯୦ ଦିନରେ ଭାରତରୁ ୧୯ ଲକ୍ଷରୁ ଊର୍ଦ୍ଧ୍ୱ ଭିଡିଓ ଡିଲିଟ୍ କରିଛି ୟୁଟ୍ୟୁବ, କାହିଁକି ଜାଣନ୍ତୁ….

ନୂଆଦିଲ୍ଲୀ : କମ୍ୟୁନିଟି ଗାଇଡଲାଇନ୍ ଆଧାରରେ ୟୁଟ୍ୟୁବ୍ ଗତ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ କେବଳ ଭାରତରୁ ପ୍ରାୟ ୧୯ ଲକ୍ଷ ଭିଡିଓ ଡିଲିଟ୍ କରିଛି । ଭାରତରେ ୟୁଟ୍ୟୁବରେ ଏତେ ସବୁ ବେନିୟମ ଭିଡିଓ ପଡ଼ିଥିଲା ଯେ ତାର କଳନା କରିବା ମୁସ୍କିଲ । ଲୋକେ ମନଇଚ୍ଛା ଭିଡିଓ ଅପଲୋଡ୍ କରିଥିଲେ । ୟୁଟ୍ୟୁବର ଗାଇଡ୍ ଲାଇନ୍‌କୁ ମାନିନଥିଲେ ।

ତେଣୁ ଏହାକୁ ଡିଲିଟ୍ କରାଯାଇଛି । କେବଳ ତିନି ମାସ ଭିତରେ ଏତେ ସଂଖ୍ୟକ ଭିଡିଓ ଡିଲିଟ୍ ହୋଇଛି । ଯାହା ବିଶ୍ୱରେ ସର୍ବାଧିକ । ଭାରତ ପଛକୁ ଆମେରିକାର ୬ ଲକ୍ଷ ୫୪ ହଜାର ୯୬୮ ଭିଡିଓ ଡିଲିଟ୍ ହୋଇଛି । ରୁଷିଆର ୪ ଲକ୍ଷ ୯୧ ହଜାର ୯୩୩, ବ୍ରାଜିଲର ୪ ଲକ୍ଷ ୪୯ ହଜାର ୭୫୯ଟି ଭିଡିଓକୁ ଏହି କାରଣରୁ ୟୁଟ୍ୟୁବ ଡିଲିଟ୍ କରି ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking