33.1 C
Bhubaneswar
Friday, May 8, 2026
Homeଓଡିଶାଠେଙ୍ଗାରେ ପିଟି ପିଟି ଯୁବକଙ୍କୁ ହତ୍ୟା

ଠେଙ୍ଗାରେ ପିଟି ପିଟି ଯୁବକଙ୍କୁ ହତ୍ୟା

ସୁନ୍ଦରଗଡ: ଠେଙ୍ଗାରେ ପିଟି ପିଟି ଯୁବକଙ୍କୁ ହତ୍ୟା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଠେଙ୍ଗାରେ ପିଟିପିଟି ହତ୍ୟା କଲା ପରିଜନ । ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ସର୍ଗିଗଡ ମୁଣ୍ଡା ସାହିରେ ହତ୍ୟାକାଣ୍ଡ ଘଟିଛି । ସୂଚନା ଅନୁଯାୟୀ ଗ୍ରାମର ରୋଇ ମୁଣ୍ଡା ଓ ସାଧୁ ମୁଣ୍ଡା ଗତକାଲି ସନ୍ଧ୍ୟାରେ ମିଶି ଖାଇବା ପିଇବା ପରେ ଆରମ୍ଭ ହୋଇଥିଲା ବଚସା । ଏଥିରେ ଉତ୍ୟକ୍ତ ହୋଇ ରୋଇ ମୁଣ୍ଡା ଠେଙ୍ଗା ମାଡରେ ସାଧୁ ମୁଣ୍ଡାର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଆଜି ସକାଳେ ଖବର ପାଇ କୋଇଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଅଭିଯୁକ୍ତ ରୋଇ ମୁଣ୍ଡାଙ୍କୁ ହେପାଜତକୁ ନେଇ ପଚରା ଉଚରା କରୁଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking