30.1 C
Bhubaneswar
Sunday, May 19, 2024
Homeଓଡିଶାପୋଲିସ ଗାଡିରେ ବସି ଇନଷ୍ଟା ରିଲ୍ସ କଲେ ଯୁବତୀ: ପୋଲିସ ଅଧିକାରୀ ନିଲମ୍ବିତ

ପୋଲିସ ଗାଡିରେ ବସି ଇନଷ୍ଟା ରିଲ୍ସ କଲେ ଯୁବତୀ: ପୋଲିସ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର: ପୋଲିସ ଗାଡିରେ ରିଲ୍ସ କରି ଫସିଲେ ସୋସିଆଲ ମିଡିଆ ଲୋକପ୍ରିୟ ଚେହରା ପାୟଲ ପରମାର । ଆଉ ଯୁବତୀଙ୍କୁ ପୋଲିସ ଗାଡି ଦେଇ ଫସିଛନ୍ତି ପଞ୍ଜାବ ପୋଲିସର ଜଣେ ଥାନା ଅଧିକାରୀ । ଯୁବତୀଙ୍କୁ ପୋଲିସ ଗାଡି ଦେଇଥିବାରୁ ତାଙ୍କୁ ନିଲମ୍ବନ କରାଯାଇଛି । ପୋଲିସ ଗାଡିରେ ଉପରେ ବସି ରିଲ୍ସ କରି ଯୁବତୀ ଜଣକ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଆଉ ଏହି ଭିଡିଓ ଭାଇରଲ ହେବା ପରେ ପୋଲିସ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

ଭିଡିଓରେ ଦେଖିବାକୁ ମିଳିଛି କି, ପୋଲିସ ଗାଡି ଉପରେ ବସି ଜଣେ ଯୁବତୀ ରିଲ୍ସ କରୁଛନ୍ତି । ଯୁବତୀ ଜଣକ ଗାଡି ଉପରେ ବସି ଅଶ୍ଳୀଳ ଇଙ୍ଗିତ କରୁଥିବା ନଜର ଆସିଛନ୍ତି । ଏହି ମାମଲାରେ ଜଳନ୍ଧର ପୋଲିସର ଆୟୁକ୍ତ କୁଲଦୀପ ଚହଲ ଷ୍ଟେସନ ହାଉସ ଅଫିସର ଅଶୋକ ଶର୍ମାଙ୍କୁ ନିଲମ୍ବିତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking