37.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶସାରା ବିଶ୍ୱରେ ‘ଏକ୍ସ’ର ସର୍ଭର ଡାଉନ୍‌

ସାରା ବିଶ୍ୱରେ ‘ଏକ୍ସ’ର ସର୍ଭର ଡାଉନ୍‌

ନୂଆଦିଲ୍ଲୀ : ‘ଏକ୍ସ’ ହେଉଛି ଏକ ମାଇକ୍ରୋ ବ୍ଲଗିଂ ସାଇଟ ।  ସୋସିଆଲ ମିଡିଆ  ‘ଏକ୍ସ’ର ସର୍ଭର ଡାଉନ୍ । ସର୍ଭର ଡାଉନ୍ ଯୋଗୁଁ ‘ଏକ୍ସ’ ରେ କୌଣସି ପୋଷ୍ଟ ଦେଖିହେଉନାହିଁ । ଏକ୍ସର ଟାଇମଲାଇନ ବ୍ଲାଙ୍କ୍ ହୋଇଯାଇଛି । ତେବେ ଏଥିପାଇଁ ଅସୁବିଧାରେ ପଡିଛନ୍ତି ସୋସିଆଲ ମିଡିଆ ୟୁଜର୍ସ ।

ଜିମ୍ବାୱେ କୋଚ୍ ପଦରୁ ହଟନ୍‌ଙ୍କ ଇସ୍ତଫା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking